Below header

ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣା: ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁଙ୍କ ଚାଲିଛି ଜେରା

ସମ୍ବଲପୁର(କେନ୍ୟୁଜ୍‌): ମାମଲା ରଫା ଦଫା କରାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେବା ଘଟଣାରେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା ଓ ମଧ୍ୟସ୍ଥି ମୁକେଶ ସାହୁକୁ ଜେରା କରୁଛି ଭିଜିଲାନ୍ସ ଇଣ୍ଟରନାଲ ୟୁନିଟ । ଆଜି ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ।

ମୁକେଶ ସାହୁ ଏକାଧିକ ଜମିଜମା ଠକେଇରେ ସାମିଲ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ମୁକେଶ ବରଗଡ଼ରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ସହ ଭିଜିଲାନ୍ସ ନାଁରେ ବିଭିନ୍ନ ସମୟ ଧମକାଉଥିବା ଜାଣି ପାରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.