ପଦାରେ ପଡ଼ିଛି ଭିତର କଳି, BJP ଅଫିସ ଆଗରେ BJP କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପଦାରେ ପଡ଼ିଛି ବିଜେପି କଳି । ପାଟକୁରାରୁ ବିଧାନସଭା ପ୍ରାର୍ଥୀ ଭାବେ ବିଜେପିରୁ ବିଜୟ ମହାପାତ୍ର ଏବଂ ମହାକାଳପଡ଼ାରୁ ବିଜୟ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଟିକେଟ୍‌ ଘୋଷଣା ପରେ ବିକ୍ଷୋଭ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । BJP ଅଫିସ ଆଗରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.