IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ DG ଦାୟିତ୍ୱ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ବର(କେନ୍ଯୂଜ୍): IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ DG ଦାୟିତ୍ୱ। ୧୯୮୮ ବ୍ୟାଚର ବରିଷ୍ଠ IPS ଅରୁଣ କୁମାର ରାୟ। ସ୍ପେଶାଲ ଡିଜି କମ୍ୟୁନିକେସନ ଅଛନ୍ତି ଅରୁଣ କୁମାର ରାୟ।

Arun-Kumar-Ray

ନିଜ ମୂଳ ଦାୟିତ୍ୱ ସହ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଥିବା ଏମ୍‌ ଅକ୍ଷୟ ଅବସର ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.