ଆସନ୍ତା ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ସମ୍ପୁର୍ଣ୍ଣ ନୂଆ ଢଙ୍ଗରେ ହେବ ଦର୍ଶନ ବ୍ୟବସ୍ଥା, କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା

ପୁରୀ: ଆସନ୍ତା ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ସମ୍ପୁର୍ଣ୍ଣ ନୂଆ ଢଙ୍ଗରେ ହେବ ଦର୍ଶନ ବ୍ୟବସ୍ଥା । ଏଥିପାଇଁ ସିଂହଦ୍ୱାର ଚତୁଃପାର୍ଶ୍ୱ ଓ ସିଂହଦ୍ୱାରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ସିଂହଦ୍ୱାରରେ ସବୁଜିମା ସୃଷ୍ଟି କରିବା ସହ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ନୂଆ ସାମିଆନା ଓ ଲୁହା ବ୍ୟାରିକେଡିଂର ବ୍ୟବସ୍ଥା କରାଯାଉଛି । ନୂଆବର୍ଷରେ ସ୍ୱତନ୍ତ୍ର ଭାବେ ସିଂହଦ୍ୱାରରେ ଟ୍ରାଫିକ କଟକଣା ମଧ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.