Below header

ଜଳେଶ୍ୱରର ଯୁବ ବ୍ୟବସାୟୀଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ପଶ୍ଚିମବଙ୍ଗ ସିମାରେ

ବାଲେଶ୍ୱର (କେନ୍ୟୁଜ୍) : ଜଳେଶ୍ୱର ଥାନା ବଳରାମପୁର ଗାଁରେ ହତ୍ୟାକାଣ୍ଡ । ଗାଁର ଯୁବ ବ୍ୟବସାୟୀ ବାପୁନ ଭୁୟାଁଙ୍କୁ ହତ୍ୟା କରାଯାଇ ପଶ୍ଚିମବଙ୍ଗ ସୀମାନ୍ତ ରାଜନଗର ଅଞ୍ଚଳର ଏକ ଧାନ ବିଲରେ ଫିଙ୍ଗି ଦେଇଛନ୍ତି । ଖବର ପାଇ ଦାନ୍ତୁନ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହା ଏକ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । କେଉଁ କାରଣରୁ ଯୁବକ ଜଣଙ୍କୁ ହତ୍ୟା କରଯାାଇଛି ସେନେଇ ପୋଲିସ ଖୋଳତାଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.