ପଣ୍ଡିତ ଜବାହରଲାଲ ନେହରୁଙ୍କର ୫୮ ତମ ପୁଣ୍ୟ ଶ୍ରାଦ୍ଧତିଥି, ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବରିଷ୍ଠ ନେତା

ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହର ଲାଲ ନେହରୁଙ୍କର ୫୮ ତମ ପୁଣ୍ୟ ତିଥି । ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏଥିରେ କଂଗ୍ରେସର ଶିବା ନନ୍ଦ ରାୟ, ଜୟଦେବ ଜେନା, ପଦ୍ମକର ଗୁରୁ ଏବଂ ଓଡିଶା ସରକାରଙ୍କର ସୂଚନା ପ୍ରସାରଣ ବିଭାଗର କର୍ମୀ ସହିତ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ପଣ୍ଡିତ ନେହରୁଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ ।
ପଣ୍ଡିତ ନେହରୁ ଚାଚା ନେହରୁ ଭାବରେ ପିଲାମାନଙ୍କ ପାଖରେ ଆଦର ଲାଭ କରିଥିଲେ।