Below header

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କନ୍ୟା ସାଜିବେ ଇଂଜିନିୟରିଂ ଝିଅ

ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କନ୍ୟା ସାଜିବେ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଇଂଜିନିୟରିଂ ଝିଅ । ଜୁନାଗଡ଼ ବିଧାୟକଙ୍କ ବିବାହକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କନ୍ୟା ସାଜିବେ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଇଂଜିନିୟରିଂ ଝିଅ ।

ଜୁନାଗଡ଼ ବିଧାୟକଙ୍କ ବିବାହକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଯାହା ସୂଚନା ମିଳୁଛି ଉଭୟଙ୍କ ପରିବାର ଏବେ ଭୁବନେଶ୍ୱରରେ ଅଛନ୍ତି । ଉଭୟଙ୍କ ଏହା ଦ୍ୱିତୀୟ ବିବାହ । ସପ୍ତାହ ମଧ୍ୟରେ ପୁରୀର ଏକ ମନ୍ଦିରରେ ବିବାହ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.