ଜଷ୍ଟିସ ରଘୁବୀର ଦାସ ହେଲେ ରାଜ୍ୟ ମାନବାଧିକାର କମିଶନଙ୍କ ସଦସ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ଜଷ୍ଟିସ ରଘୁବୀର ଦାସ ହେଲେ ରାଜ୍ୟ ମାନବାଧିକାର କମିଶନଙ୍କ ସଦସ୍ୟ । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ହେଉଛନ୍ତି ଜଷ୍ଟିସ୍ ରଘୁବୀର ଦାସ । ସେ ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି ହଜିବା କମିଶନଙ୍କ ଦାୟିତ୍ୱରେ ଥିଲେ । ଏହି ରିପୋର୍ଟ ସେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛନ୍ତି ।

Leave A Reply

Your email address will not be published.