Below header

ଘାଟିରେ ଓଲଟିଲା ପିକଅପ୍ ଭ୍ୟାନ : ଦୁର୍ଘଟଣାରେ ୨ ମୃତ, ୧୧ ଆହତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ।ଭାରସାମ୍ୟ ହରାଇ ଘାଟିର ଖାଇରେ ଖସି ପଡିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧ଜଣ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି।

ଧର୍ମଗଡ଼ (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ।ଭାରସାମ୍ୟ ହରାଇ ଘାଟିର ଖାଇରେ ଖସି ପଡିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧ଜଣ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି। ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡିଛି।ନବରଙ୍ଗପୁର ଜିଲ୍ଲାରୁ ଧନସୁଲିସାପ୍ତାହିକ ବଜାରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.