ରୋଗୀକୁ ନେଇ ଯାଉଥିବା ବେଳେ ଟ୍ରକ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ: ଜଣେ ମୃତ, ଦୁଇ ଗୁରୁତର
କଳାହାଣ୍ଡି : ରୋଗୀକୁ ନେଇ ଯାଉଥିବା ବେଳେ ଅଧବାଟରେ ଟ୍ରକ୍କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ । କଳାହାଣ୍ଡି ଜିଲ୍ଲା ମଥୁରାଛକ ନିକଟରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବୋଲେରୋ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ…