Below header

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦିନିକିଆ ଜି. ଉଦୟଗିରି ଗସ୍ତ

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦିନିକିଆ ଜି. ଉଦୟଗିରି ଗସ୍ତ ।

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦିନିକିଆ ଜି. ଉଦୟଗିରି ଗସ୍ତ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ପ୍ରଥମେ ତହସିଲଦାର କାର୍ଯ୍ୟାଳୟ ଓ ବନ୍ଧ ଛକ ନିକଟରେ ଦୁଇଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ ।

ଏହାପରେ ଗାନ୍ଧି ଛକ ନିକଟରେ ଥିବା ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ ଡକ୍ଟର ସାମନ୍ତ । ପରେ ସାତ ନମ୍ବର ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର, ଓ ମିଶନ ଶକ୍ତି ଗୃହ ସାମନାରେ ଥିବା ପାର୍କ ଉଦଘାଟନ କରିଥିଲେ । ଏଥିସହ ଆଠ ନମ୍ବର ୱାର୍ଡରେ ଥିବା ଏକ ମସଜିଦରେ ଶିଳାନ୍ୟାସ କରିଥିଲେ ଡକ୍ଚର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.