ବଜ୍ରାଘାତରେ ବାପା-ପୁଅ ମୃତ, ବଜାରରୁ କାମ ସାରି ଘରକୁ ଫେରୁଥିଲେ

ବଜ୍ରାଘାତରେ ବାପା-ପୁଅ ମୃତ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ପଞ୍ଚାୟତର ଶାଳୀଯଙ୍ଗା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଜଗତସିଂହପୁର : ବଜ୍ରାଘାତରେ ବାପା-ପୁଅ ମୃତ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ପଞ୍ଚାୟତର ଶାଳୀଯଙ୍ଗା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମଠକୁଲ ଗ୍ରାମର ସହଜି କାଣ୍ଡି ଓ ତାଙ୍କ ପୁଅ । ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ବଜ୍ରପାତ ମାରିବାରୁ ଘଟଣାସ୍ଥଳରେ ଉଭୟ ବାପା ପୁଅଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.