Below header

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନସ ସେବା କଲେ ଉଦଘାଟନ

କନ୍ଧମାଳ(କେନ୍ୟୁଜ୍): ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଆଜି ସକାଳେ ଫୁଲବାଣୀରେ ବ୍ଲକ ସଂଯୋଜକ ଓ ଯୁବ ସଂଯୋଜକଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

dr achyut samant

କନ୍ଧମାଳ ଗସ୍ତ ଅବସରରେ ଡ.ସାମନ୍ତ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନସ ସେବା ଉଦଘାଟନ କରିବା ସହ ପାଲିଏଟିଭ ଓ୍ଵାର୍ଡ ଓ ଲଣ୍ଡି୍ର ସେବାର ଉଦଘାଟନ କରିଥିଲେ । ଏହି ଅବସରରେ ଡ. ସାମନ୍ତ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କ୍ଲବ ଫୁଟ ଚିଲଡ୍ରେନ ମଧ୍ୟ ପରିଦର୍ଶନ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.