କାର୍ତ୍ତିକ ମାସର ପ୍ରଥମ ସୋମବାରରେ ହବିଷ୍ଯାଳିଙ୍କ ପୂଜା

ଭୁବନେଶ୍ବର(କେନ୍ଯୁଜ୍) : ଆଜି କାର୍ତ୍ତୀକ ମାସର ପ୍ରଥମ ସୋମବାର । ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଶୈବ ପୀଠରେ ଏନେଇ ଭିଡ ଦେଖିବାକୁ ମିଳିଥିଲା । ଏହି ପରିପେକ୍ଷୀରେ  ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ଧର୍ମଶାଳାରେ ହବିଷ୍ଯାଳିମାନେ କାହିଁ କେତେ ଦୂରରୁ ଏହି ବ୍ରତ ପାଳନ କରିଛନ୍ତି ।

photo_2018-10-29_14-03-30ଏହି ହବିଷ୍ଯାଳିମାନେ ମାସକ ଯାକ ନିଷ୍ଠାର ସହ ହବିଷ୍ଯାନ୍ନ ଖାଇ ରାଧାଦାମୋଦରଙ୍କ ପୂଜା କରିଥାନ୍ତି । ଆଜି ମାସର ପ୍ରଥମ ସୋମବାରରେ ହବିଷ୍ଯାଳିମାନେ ସକାଳୁ ତୁଳସୀ ଚଉଁରା ମୂଳେ ପୂଜା କରି ଭଗବାନଙ୍କୁ ସୁମରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.