ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା , ତଦନ୍ତ ତଦାରଖ କରିବେ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ : ବିଜୟ କୁମାର ଶର୍ମା

କେନ୍ୟୁଜ୍ : ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା । ତଦନ୍ତ ତଦାରଖ କରିବେ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୪ଟି ଟିମ୍ । ଗୋଟିଏ ଟିମ୍ କ୍ରାଇମ୍‌ ବ୍ରାଞ୍ଚ ଓ ଆଉ ଗୋଟିଏ ଫରେନସିକର ଟିମ୍ ମାମଲାକୁ ସହଯୋଗ କରୁଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ମାମଲା ତଦାରଖ କରୁଛନ୍ତି । ଜଣେ ଇନ୍ସେପେକ୍ଟର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା ଏନେଇ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.