Below header

ବଲାଙ୍ଗିର ଗେଟସରବର ପଡାରେ ବଙ୍ଗାଳୀ ମିସ୍ତ୍ରୀକୁ ହତ୍ୟା, ୬ ଅଭିଯୁକ୍ତ ଅଟକ

ବଲାଙ୍ଗିର : ବଲାଙ୍ଗିରରେ ଅଭାବନୀୟ ଘଟଣା। ବଙ୍ଗାଳୀ ମିସ୍ତ୍ରୀକୁ ହତ୍ୟା । ବଲାଙ୍ଗିର ଗେଟସରବର ପଡାରେ ହୋଇଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ବଲାଙ୍ଗିର ଟାଉନ ଥାନା ପୋଲିସ୍‌ ।

ତେବେ ଏଯାଏ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ମାନେ ମୃତକଙ୍କ ସହ ମିଶି ବିଭିନ୍ନ ଘର କାମ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.