Below header

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଦେବଗଡ଼ ସହର, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ଓ ଶିଳ୍ପୀ

ଦେବଗଡ଼ (କେନ୍ୟୁଜ୍) : ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଦେବଗଡ଼ ସହର । ଚଳିତ ବର୍ଷ ୭୧ ବର୍ଷରେ ପଦାର୍ପଣ କରୁଛି ଏହି ପୂଜା। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ଓ ଶିଳ୍ପୀ। ସୁ-ଉଚ୍ଚ ତୋରଣ ଓ ଲାଇଟ୍ କାମ ବି ଜୋରସୋରରେ ଚାଲିଛି। ମୀନାବଜାର, ଦୋଳି, ଖାଦ୍ୟ ଷ୍ଟଲର ପସରା ବି ମେଲିଲାଣି। ଆୟୋଜକ କମିଟି ପକ୍ଷରୁ ପ୍ରତିଦିନ ଅପେରା, ଅକେଷ୍ଟ୍ରା, ଭଜନ, ପାଲା, ଦାଶକାଠିଆ ଆଦି ପରିବେଷଣର କାର‌୍ୟ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.