ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି: ପିନାକୀ ମିଶ୍ର

ପୁରୀ(କେନ୍ୟୁଜ୍‌): ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଇନଜୀବୀ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସବୁ ବିବାଦର ଅନ୍ତ ଘଟାଇଛନ୍ତି ସୁପ୍ରିମ୍‌କୋର୍ଟ । ବିନା ASI ସହମତିରେ ଆମେ କିଛି କାମ କରିପାରିବୁନି। ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି । ପ୍ରକଳ୍ପକୁ ନେଇ ବହୁ ଦିନ ଧରି ତମ୍ବିତୋଫାନ ଚାଲିଥିଲା। ହୀନ ରାଜନୀତିର ଅବସାନ ହେବା ଉଚିତ୍‌ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.