ବଜ୍ରାଘାତରେ ୨୦ ଟି ଗାଈ-ଗୋରୁଙ୍କ ମୃତ୍ୟୁ

ବଜ୍ରାଘାତରେ ୨୦ ଟି ଗାଈ-ଗୋରୁଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନାର ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର ପ୍ରଭାବରେ ବର୍ଷା-ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା ।

ଭଞ୍ଜନଗର(କେନ୍ୟୁଜ) : ବଜ୍ରାଘାତରେ ୨୦ ଟି ଗାଈ-ଗୋରୁଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନାର ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର ପ୍ରଭାବରେ ବର୍ଷା-ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା ।

ଏହି ସମୟରେ ବଦାଙ୍ଗି ଗାଁ ର ଜଣେ ଗାଈ ଜଗୁଆଳ , ଗୋରୁ-ଗାଈଙ୍କୁ ଚଳାଉଥିବା ବେଳେ , ଘଟଣା ସମୟରେ ନିକଟସ୍ଥ ଗୁଡିଆତୋଟା ରେ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରାଘାତ ରେ ୨୦ ଟି ଗାଈ ଓ ଗୋରୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.