ନନ୍ଦନକାନନରେ ସିଂହୀ ସୁପ୍ରିୟାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ସିଂହୀର ମୃତ୍ୟୁ। ବାର୍ଦ୍ଧକ୍ୟରେ ସିଂହୀ ସୁପ୍ରିୟାର ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ଅସୁସ୍ଥ ହେବା ପରେ ଗତ ଦୁଇସପ୍ତାହ ଧରି ତାର ଚିକିତ୍ସା ଚାଲିଥିଲା।

୧୯୯୪ରେ ଜନ୍ମ ନେଇଥିଲା ସିଂହୀ ସୁପ୍ରିୟା। ଏହାସହ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୫କୁ ହ୍ରାସ ପାଇଛି।