Below header

ପୋଲିସର ବଡ ସଫଳତା, ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ

ରାୟଗଡା(କେନ୍ଯୁଜ୍): ରାୟଗଡା ପୋଲିସର ବଡ ସଫଳତା। ଏସଡିପିଓ ତପନ ନାରାୟଣ ରଥଙ୍କ ଅଧକ୍ଷତାରେ ଏକ ସ୍ବତନ୍ତ୍ର ଟିମ୍ ସହାୟତାରେ ସହରର ଅନେକ ସ୍ଥାନରେ ଚଢାଉ କରାଯାଇଛି। ଅଶୋକ ସିନେମା ହଲ ଛକ, ଗଜପତି ଛକ ଏବଂ ହାତୀପଥର ରୋଡରେ ଥିବା ୪ଟି ସ୍ଥାନରେ ବିନା ଲାଇସେନ୍ସରେ ମଦ ବିକ୍ରି କରୁଥିବା ଘର ଓ ବିରିଆନୀ ଦୋକାନ ଉପରେ ଚଢାଉ କରିଛି ସ୍ବତନ୍ତ୍ର ଟିମ୍ । ଏହିସମୟରେ ବିଦେଶୀ ଠିପି ବନ୍ଦ ମଦ ସହ ଅନେକ ଦେଶୀ ମଦ ପାଉଚ୍ ଜବତ କରିଛି ପୋଲିସ। ସୂଚନା ମୁତାବକ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.