Below header

ସୋର : ବନ୍ଧୁକ ମୁନରେ ଟଙ୍କା ଓ ଗହଣା ଲୁଟ୍

ସୋର (କେନ୍ୟୁଜ୍) : ବନ୍ଧୁକ ମୁନରେ ଲୁଟ୍ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ସଦର ମହକୁମାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଓ ଗହଣା ଲୁଟ୍ । ମୁହଁରେ କଳା କପଡ଼ା ବାନ୍ଧି ୪ ଜଣ ଦୁର୍ବୃତ୍ତ ଏକ ଦୋକାନରେ ପଶିଥିଲେ । ଦୋକାନ ମାଲିକ ଓ ତାଙ୍କ ସଂପର୍କୀୟ ପ୍ରତିବାଦ କରିବାରୁ ଭୁଜାଲିରେ ଆକ୍ରମଣ କରିଥିଲେ । ଦୋକାନରୁ ନଗଦ ୧୫ ହଜାର ଟଙ୍କା ଓ ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.