Below header

କୋରାପୁଟ: ଦିନ ଦିପହରରେ ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍

କୋରାପୁଟ: ଦିନ ଦିପହରରେ ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା ଭର୍ତ୍ତି ବ୍ୟାଗ । କୋରାପୁଟ ବୋରିଗୁମ୍ମା ପୋଲିସ ଷ୍ଟେସନ ଠାରୁ ମାତ୍ର ୧୦୦ ମିଟର ଦୂରରେ ଅଘଟଣ।

ବୋରିଗୁମା ବ୍ଲକ ଶସାହାଣ୍ଡି ନୂଆଁ ଗାଁର ମଂଜୁ ପାଣିଗ୍ରାହୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଗୋଟିଏ ବାଇକରେ ଦୁଇ ଜଣ ଦୃବୁର୍ତ୍ତ ଆସି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.