କଳାହାଣ୍ଡି: ଧୋକେବାଜ୍‌ ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକାର ତଣ୍ଟିକାଟି ଫେରାର ଥିବା ପ୍ରେମିକକୁ ଅଟକ ରଖିଲା ପୋଲିସ

ଧୋକେବାଜ୍‌ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାର ତଣ୍ଟିକାଟି ଫେରାର ଥିବା, ପ୍ରେମିକକୁ ତୁଷୁରା ଥାନାରେ ଅଟକ ରଖିଛି ପୋଲିସ । ଯୁବତୀଙ୍କୁ ବଲାଙ୍ଗିର ସ୍ଥିତ ଧନପୁର ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଯୁବତୀଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.