କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହୋଇଛି ମା’ ଖମ୍ବେଶ୍ୱରୀଙ୍କ ଚୈତ୍ର ଯାତ୍ରା

ଗଞ୍ଜାମ: କୋଭିଡ୍‌ କଟକଣା ଭିତରେ ପାଳିତ ହୋଇଛି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ଚୈତ୍ର ଯାତ୍ରା । ପ୍ରଥମ ମଙ୍ଗଳବାର ଅବସରରେ ମାନସିକଧାରୀ ମାନେ ସେମାନଙ୍କ ସନ୍ତାନଙ୍କ ମୁଣ୍ଡନ କାର୍ଯ୍ୟ କରିଥିଲେ ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କେବଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ହିଁ ଆସିଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.