Below header

ମହାନଦୀ ପାଣିରେ ବୁଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅଞ୍ଚଳ, ୧୦ ଫୁଟର ପାଣି ପ୍ରବାହିତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ମହାନଦୀ ପାଣିରେ ବୁଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅଞ୍ଚଳ । ପିତାମହୁଲ ସ୍ଥିତ ବାଉରୀ ଜୋର ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଥିବାରୁ ସୋନପୁର-ରେଢ଼ାଖୋଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ସୋନପୁର-ବୀରମହାରାଜପୁର ହିକୁଡ଼ି ଜୋର ଉପରେ ୪ ଫୁଟ୍ ଉଚ୍ଚର ପାଣି ବହୁଛି । ଫଳରେ ସୋନପୁର-ବୀରମହାରାଜପୁର ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସମ୍ବଲପୁର-ସୋନପୁର ରାସ୍ତାର ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟର ପାଣି ଚାଲୁଛି। ଫଳରେ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମୋଟର ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.