ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା, ଶ୍ରୀରାମଙ୍କ ଫଟୋ ଚିରିଥିବା ନେଇ ଅଭିଯୋଗ
ସୁବର୍ଣ୍ଣପୁର : ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ l ଗତ ୧୪ ତାରିଖରେ ହୋଇଥିବା ଆମ୍ବେଦକର ଶୋଭାଯାତ୍ରା ସମୟରେ ଆମ୍ବେଦକର କର୍ମକର୍ତ୍ତା ବୀରମହାରାଜପୁର ମୁଖ୍ୟ ଛକରେ ଥିବା ଶ୍ରୀରାମଙ୍କ ଫଟୋ ଚିରିଥିବା ନେଇ ଅଭିଯୋଗ ହୋଇଥିଲା l ଏନେଇ ଵଜରଙ୍ଗ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ…