Browsing Tag

subarnapur

ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା: ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀଯାତ୍ରା

(କେନ୍ୟୁଜ): ଆସୁଛନ୍ତି ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଆଉ ଏସବୁ ଭିତରେ ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁରରେ ମଧ୍ଯ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ମହାବଳୀ ଯାତ୍ରା । ସବୁବର୍ଷ ଭଳି ଚଳିତବର୍ଷ ମଧ୍ଯ ଖଣ୍ଡାଧୁଆ ପର୍ବରୁ…

ସୋନପୁର ଶିଳ୍ପୀଙ୍କ ନିଆରା କଳାଚାତୁରୀ, ଏବେ ବଜାରକୁ ଆସିବ ୧୩ଟି ଭାଷାରେ ମା’ ଲେଖାଥିବା ଶାଢ଼ି

ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର କାରିଗରଙ୍କ ଜୀବନ ଜୀବିକା। ଏମାନଙ୍କ ହାତର କାଉଁରୀ ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା । ସମାଜର ବିଭିନ୍ନ ସଂସ୍କୃତି ପରମ୍ପରା କୁହନ୍ତୁ କି ଗଣିତ, ହସ୍ତତନ୍ତ ଭିତରେ ଜୀବନ୍ତ ହୋଇଉଠେ ସବୁ କଳା । ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି…

ସୁବର୍ଣ୍ଣପୁର : ବାନ୍ଧ କଳାର ଅପୂର୍ବ ବିନ୍ଧାଣି ବିଶ୍ୱରଂଜନ ମେହେର, ଶାଢ଼ିରେ ଆଙ୍କିଲେ ୨୮ ରାଜ୍ୟର ନାଁ ସହ ମାନଚିତ୍ର

ସାରା ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ୍ରର ଚାହିଦା ଦେଖିବାକୁ ମିଳେ। ଶାଢ଼ି କିମ୍ବା କପଡ଼ାରେ ଥିବା ସୂକ୍ଷ୍ମ, ସ୍ଥାୟିତ୍ୱ ଓ ସୁନ୍ଦରତା ପାଇଁ ସମ୍ବଲପୁର ଶାଢ଼ି ବେଶ ପ୍ରସିଦ୍ଧି ଲାଭ କରିଛି। ଏହି କାମ ପାଇଁ ଏବେ ମେହେର ବୁଣାକାରଙ୍କ ହାତ ତିଆରି କପଡା ଆଜି ସାରା ବିଶ୍ୱରେ ସମସ୍ତଙ୍କର…

ଧାର ଟଙ୍କା ମାଗିବାରୁ ସୁବର୍ଣ୍ଣପୁର ଆମ୍ବସରଭଟା ଗାଁରେ ଗୁଳିମାଡ଼, ଜଣେ ଗୁରତର

ସୁବର୍ଣ୍ଣପୁର: ଧାର ଟଙ୍କା ମାଗିବାରୁ ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ରାସ୍ତା ଆମ୍ବସରଭଟା ନିକଟ ଗାଁ ମୁଣ୍ଡରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ସୂଚନା । ଗୁରୁତର ଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ। କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ…

ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ହାତରେ ଦେଇ ଶାଶୁଘରକୁ ବିଦା କଲେ ଗାଁ ଲୋକେ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । ସତେ ଯେମିତି ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ହରିନାମରେ ହୋଇଛନ୍ତି ମସଗୁଲ। ଖାଲି ଯେ ଗାଁର ଲୋକ ତା ନୁହେଁ, ଆଖପାଖ ଗାଁର…

ସୁବର୍ଣ୍ଣପୁର: ବୀରମହାରାଜପୁର ଶଣ୍ଢା ଗାଁରେ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଅନେକ…

ସୁବର୍ଣ୍ଣପୁର: ଆଜି ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶଣ୍ଢା ଗାଁ ପାଖରେ କେହି ଦୁର୍ବୃତ୍ତ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଦେଖୁ ଦେଖୁ ନିମିସକ ମଧ୍ୟରେ ଗାଁ ପାଖକୁ ନିଆଁ ମାଡି ଆସିଥିଲା । ଗ୍ରାମବାସୀ ନିଆଁକୁ ଆୟତ କରି ନପାରିବାରୁ ଦମକଳ…

ସୁନ୍ଦର ଚେହେରା ପଛରେ ରହିଛି ଅସରନ୍ତି ଦୁଃଖ, ରଙ୍ଗତୂଳୀ ମାଧ୍ୟମରେ ନିଜ ମନ କଥା କହୁଛନ୍ତି ସୁପ୍ରିୟା

ସାରା ଦୁନିଆକୁ ନିଜ ତୁଳିରେ ଆଙ୍କି ଚାଲନ୍ତି ସେ । ପ୍ରକୃତିର ସବୁ ରଂଗକୁ କାନଭାସରେ ବୋଳି ଚାଲନ୍ତି ସେ । ତାଙ୍କ ଚିତ୍ରରେ ରହିଛି ସ୍ୱତନ୍ତ୍ରତା । ତାଙ୍କ ଭାବନାରେ ଅଛି ପବିତ୍ରତା । କାରଣ ଆପଣ ଓ ଆମଠୁ ଭିନ୍ନ ସେ । କେବେ ଶୁଣି ନାହାନ୍ତି ନିଜ ମାଙ୍କ ମଧୁର ଡାକ । କେବେ ନିଜ ଭଉଣୀକୁ ଡାକି…

ସବୁର୍ଣ୍ଣପୁର: ମାଲବାହୀ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର(କେନ୍ଯୁଜ୍): ସବୁର୍ଣ୍ଣପୁର ପୋଲିସ ଦ୍ବାରା ଗଞ୍ଜେଇ ଜବତ। ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟକ୍ରରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଏକ ମାଲବାହୀ ଟ୍ରକ ଯୋଗେ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା…

ନଦୀ ଘାଟରେ ଫୁଟିଲା ଗୁଳି, ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍

ସୁବର୍ଣ୍ଣପୁର(କେନ୍ଯୁଜ୍): ନଦୀ ଘାଟରେ ଫୁଟିଲା ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବ୍ରାହ୍ମଣୀ ତେଲନଦୀ ଘାଟରେ ଯୁବକଙ୍କୁ ଗୁଳିମାଡ ହୋଇଛି। ସୂଚନା ମୁତାବକ ଦୁର୍ବୃତ୍ତଙ୍କ ଗୁଳିମାଡରେ ତରଭା ଥାନା ଭୁରାଟ ଗାଁର ଶାନ୍ତନୁ ରାଉତ ଆହତ ହୋଇଛନ୍ତି। ଆଜି ସକାଳୁ ଶାନ୍ତନୁ କୌଣସି କାମରେ…

ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି, ଜଣେ ମୃତ

ସୁବର୍ଣ୍ଣପୁର (କେ ନ୍ୟୁଜ) : ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଏକ ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାନିକରାସିରା ଗାଁରେ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡିଛି ।…

ନୌବାଣିଜ୍ୟର ସ୍ମୃତିକୁ ମନେ ରଖିବା ପାଇଁ ସୁବର୍ଣ୍ଣପୁରରେ ନିଆରା କାର୍ଯ୍ୟକ୍ରମ , ଦେଶୀ ଡଙ୍ଗାରେ ହେଲା ନୌକା ଚାଳନା…

କେନ୍ୟୁଜ୍(ବ୍ୟୁରୋ):   ଦେଶୀ ଡଙ୍ଗା ସାଙ୍ଗକୁ ଦେଶୀ ଆହୁଲା । ପ୍ରତିଟି ଡଙ୍ଗାରେ ଦୁଇ ଜଣ ପ୍ରତିଯୋଗୀ । ନିଆରା ଢଙ୍ଗରେ ଚାଲିଛି ନୌକା ପ୍ରତିଯୋଗିତା । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ମହାନଦୀ ତେନ୍ତୁଳି ଘାଟର ଦୃଶ୍ୟ । ଓଡ଼ିଶାର ନୌବାଣିଜ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ଏଭଳି ଏକ…

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷ ରୋପଣ, ଗୋଟିଏ ଘଣ୍ଟାରେ ଲଗାଇଲେ ୧ ଲକ୍ଷ ଗଛ

ଗୋଟିଏ ଘଣ୍ଟାରେ ଏକ ଲକ୍ଷ ଗଛ ଲଗାଇ ରେକର୍ଡ ସୃଷ୍ଟି କରିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ସହର ଉପକଣ୍ଠରେ ଥିବା ଝିଙ୍କି ଟିକ୍ରା ପଡ଼ିଆରେ ସମୂହ ବୃକ୍ଷ ରୋପଣ କରାଯାଇଛି । ପ୍ରଶାସନର ଉଦ୍ୟମରେ ଜିଲ୍ଲା ନ୍ୟାୟିକ ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ ଅନୁଷ୍ଠାନ ସହଯୋଗରେ ଚାରା ରୋପଣ…