ରାଜଧାନୀରେ ମାଲିକ ଘରୁ ଚୋରି କରି ଘରୋଇ ସହାୟିକା ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଚୋରି ଅଭିଯୋଗରେ ଘରୋଇ ସହାୟିକା ଗିରଫ । ରାଜଧାନୀରେ ମାଲିକ ଘରୁ ଚୋରି କରି ସହାୟିକା ଗିରଫ ହୋଇଛନ୍ତି । ଘରେ ମାଲିକ ନଥିବା ବେଳେ ଘରୁ ସୁନା ଚୋରି କରିଥିଲା ସହାୟିକା ।

ପରେ ଏକ ସୁନା ଋଣ ସଂସ୍ଥାରେ ବନ୍ଧା ପକାଇ ଟଙ୍କା ନିଜ ଗାଁକୁ ପଠାଇ ଦେଇଥିଲେ । ତାଙ୍କ ଠାରୁ ୭୦ ଗ୍ରାମ ସୁନା ଜବତ କରାଯାଇଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟିକାକୁ ଗିରଫ କରି କୋର୍ଟଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.