୮ ବର୍ଷ ଧରି ପରିସ୍ରା ମିଶାଇ ଅଟା ଚକଟୁଥିଲେ ଘରୋଇ ସହାୟିକା, ପୂରା ପରିବାରର ଖରାପ ହୋଇଗଲା ଲିଭର
ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଘରୋଇ ସହାୟିକା ବର୍ଷ ବର୍ଷ ଧରି ପରିସ୍ରାରେ ଅଟା ଚକଟି ଆସୁଥିଲେ, ଯେଉଁ କାରଣରୁ ଏକ ଭୟଙ୍କର ରୋଗର ଶିକାର ହୋଇଥିଲା ମାଲିକ ପରିବାର । ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟ ଭଲ ନ ହେବାରୁ ମାଲିକ ଜଣକ ରୋଷେଇ ଘରେ…