ମଦ ପିଇବା ବେଳେ ବଚସାକୁ ନେଇ କୁରାଢ଼ୀରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ମଦ ପିଇବା ବେଳେ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ କୁରାଢ଼ୀରେ ଆକ୍ରମଣ । ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ଘଟଣା ।

ମୟୁରଭଞ୍ଜ : ମଦ ପିଇବା ବେଳେ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ କୁରାଢ଼ୀରେ ଆକ୍ରମଣ । ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ଘଟଣା । ଗୁରୁତର ବ୍ୟକ୍ତି ହେଲେ ଗ୍ରାମର ବିରଞ୍ଚି ମହାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମାମଲାରେ ଅଭିଯୁକ୍ତ ଚନ୍ଦ୍ର ହୋକୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.