Below header

ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ, ସ୍ୱାମୀ ମୃତ

ବାରିପଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ତା’ର ସ୍ତ୍ରୀକୁ ହାଣିବା ପରେ ବିଷ ପିଇଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ବଡସାହି ଥାନା ଛେଳିଆବି ଗାଁରେ ।

କେନ୍ୟୁଜ(ବ୍ୟୁରୋ) : ବାରିପଦାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ତା’ର ସ୍ତ୍ରୀକୁ ହାଣିବା ପରେ ବିଷ ପିଇଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ବଡସାହି ଥାନା ଛେଳିଆବି ଗାଁରେ ।

ମୋବାଇଲ ଦେଖାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ହାଣିବା ପରେ ନିଜେ ବିଷ ପିଇ ଦେଇଥିଲା । ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.