ସ୍ବାମୀ ଫିଙ୍ଗିଲା ବୋମା, ପାରିବାରିକ କଳହରୁ ଉଡିଲା ତିନି ଘର
ଭାଙ୍ଗିରୁଜି ଚୁରମାର ହୋଇଯାଇଛି ୩-୩ ଟି ଘର । ଘରେ ସ୍ତ୍ରୀ ନଥିବାବେଳେ ଘରକୁ ଧ୍ବଂସ କରିବା ପାଇଁ ସ୍ବାମୀ ପକାଇଲା ବୋମା । ଆଉ ବୋମା ବିସ୍ଫୋରଣ ହୋଇ ୩ ଟି ଘର ଛାରଖାର ହୋଇଯାଇଛି । ଘରୋଇ କଳି ଯେ ଏମିତି ରୂପ ନେବ କେବେ ସ୍ବପ୍ନରେ ଭାବିନଥିଲେ ସ୍ତ୍ରୀ ଗୀତା । ବାହାହେବା ପର ଠାରୁ ସ୍ତ୍ରୀଙ୍କ…