Below header

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ହେଲେ ଦୋଷୀ ସାବ୍ୟସ୍ତ । ଅଭିଯୁକ୍ତ ସଦାନନ୍ଦ ନାଗକୁ ୧୦ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜରିମାନା କଲେ କୋର୍ଟ ।

ଵଲାଙ୍ଗିର : ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ହେଲେ ଦୋଷୀ ସାବ୍ୟସ୍ତ । ଅଭିଯୁକ୍ତ ସଦାନନ୍ଦ ନାଗକୁ ୧୦ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜରିମାନା କଲେ କୋର୍ଟ । ଜରିମାନା ଅନାଦେୟ ଆଉ ଅଧିକ ୨ ବର୍ଷ ଜେଲ ଦଣ୍ଡ ମିଳିବ ବୋଲି କୋର୍ଟ କହିଛନ୍ତି । ପୀଡିତାଙ୍କୁ ୪ଲକ୍ଷ ସହାୟତା ଯୋଗାଇ ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି କୋର୍ଟ । ଵଲାଙ୍ଗିର POCSO କୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.