ପାରିବାରିକ କଳହ ନେଲା ଜୀବନ , ବଲାଙ୍ଗିର ଇନ୍ଦ୍ରାନଗରରେ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର(କେନ୍ୟୁଜ୍) : ପାରିବାରିକ କଳହ ନେଲା ଜୀବନ। ବଲାଙ୍ଗିର ସହର ଇନ୍ଦ୍ରାନଗରରେ ଯୁବକଙ୍କ ଆତ୍ମହତ୍ୟା। ମୃତକ ହେଲେ ଆଲୋକ ରଥ। ଗତ କିଛି ଦିନ ହେବ ଆଲୋକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଗତକାଲି ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଜି ସକାଳୁ ଘର ପାଖ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଆଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.