ବିଜେଡିରେ ମିଶିଲେ ବହୁ ଆପ୍‌ ନେତା ଓ କର୍ମୀ

ଭୁବନେଶ୍ବର(କେନ୍ୟୁଜ୍) : ବିଜେଡିରେ ମିଶିଲେ ବହୁ ଆପ୍‌ ନେତା ଓ କର୍ମୀ। ଆପ୍‌ ସାଧାରଣ ସମ୍ପାଦକ ନନ୍ଦଲାଲ ସିଂ, ବଲାଙ୍ଗିର ଉପସଭାପତି ଅଜୟ ଦାସ , ଭରଦ୍ୱାଜ ମିଶ୍ର, ସୁବ୍ରତ ଛାଟୋଇ ଓ ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନୀବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଦଳକୁ ସ୍ୱାଗତ କରାଯିବା ସହ ଏମାନଙ୍କ ଯୋଗଦାନ ଫଳରେ ଦଳ ଆହୁରି ମଜଭୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.