Below header

ନବରଙ୍ଗପୁର ଜିଲ୍ଲାରେ ମାଓ ପୋଷ୍ଟର

ନବରଙ୍ଗପୁର (କେନ୍ୟୁଜ୍) : ଜିଲ୍ଲାରେ ମାଓ ପୋଷ୍ଟର । ରାଇଘର ବ୍ଲକର ସମ୍ବଲପୁର ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ପୋଷ୍ଟର ସହ ପଥର ଉପରେ ମାଓବାଦୀଙ୍କ ଲେଖା ରହିଛି । ଏଥିରେ ବନ ବିଭାଗକୁ ଟାର୍ଗେଟ୍ କରିଛନ୍ତି ମାଓବାଦୀ । ଜଙ୍ଗଲରୁ ଯେଉଁମାନେ ଗଛ କାଟିବେ ସେମାନଙ୍କ ହାତ କଟାଯିବା ସହ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସୀତାନଦି ମାଓ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.