ରାଜ୍ୟ କଂଗ୍ରେସରେ କାହାକୁ ମିଳିବ ଟିକେଟ୍‌? ପ୍ରଭାରୀଙ୍କ ମତକୁ ଖଣ୍ଡନ କଲେ ପିସିସି ସଭାପତି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ କଂଗ୍ରେସରେ କାହାକୁ ମିଳିବ ଟିକେଟ୍ ? ଗୋଟିଏ ପରିବାରରୁ କେତେ ଜଣଙ୍କୁ ଟିକେଟ ମିଳିବ । ଓଡ଼ିଶା ପ୍ରଭାରୀ କହିଥିଲେ, ଓ୍ଵାନ ଫ୍ୟାମିଲ ଓ୍ଵାନ ଟିକେଟ ଅର୍ଥାତ ପରିବାରରୁ ଜଣଙ୍କୁ ଟିକେଟ ମିଳିବ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଭାରୀଙ୍କ ମତକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ପୁରୁଣା ନେତାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । ଏପରି ନିୟମ ଲାଗୁ ହେଲେ ବହୁ ନେତା, ଟିକେଟ୍ ପାଇବାରୁ ବଞ୍ଚିତ ହେବେ । ବହୁ ଯୋଗ୍ୟ ନେତା ନିର୍ବାଚନ ଲଢିପାରିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.