କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣର ଅଗ୍ନିକାଣ୍ଡ

କଟକ: କଟକ ଦରଘା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ। ସାରସ୍ୱତ ପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀର ୩ଟି ଗାଡି ଦ୍ୱାରା ନିଆଁ ଆୟତ୍ତ କରାଯିବାକୁ ଚେଷ୍ଟା ଚାଲିଛି।

ଗତକାଲି ରାତି ୩ଟାରେ ନିଆଁ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉପର ମହଲାରେ ଥିବା ୩ଜଣଙ୍କୁ ଉଦ୍ଧାର କରିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.