ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ୍, ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ

ଛତ୍ରପୁର: ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ମୁକାବିଲାର ସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ।

ତେବେ ଏନେଇ ସଚେତନ ରହିବାକୁ ଗତକାଲି ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା। ସେପଟେ ବ୍ରହ୍ମପୁର ସହରରେ ୪ ଦିନିଆ ସଟ୍‌ଡାଉନ୍‌ର ଆଜ ଶେଷ ଦିନ। ତେବେ ୬ଟି ଅଞ୍ଚଳରେ କେଣ୍ଟେନମେଣ୍ଟ ଘୋଷଣା ବଳବତ୍ତର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.