ରାଜ୍ୟର ସହରାଞ୍ଚଳରେ ସଟଡାଉନ୍ର ଆଜି ଦ୍ୱିତୀୟ ଦିନ: ଅମାନିଆଙ୍କ ଉପରେ ରଖାଯାଇଛି କଡ଼ା ନଜର
ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ସଟଡାଉନ୍ର ଆଜି ଦ୍ୱିତୀୟ ଦିନ । ଆସନ୍ତାକାଲି ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ସଟଡାଉନ ସମୟରେ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ଶୂନଶାନ ରାସ୍ତାଘାଟ, ଦୋକାନବଜାର, ଅଫିସ ବନ୍ଦ । ନିର୍ଜନ ସହର। ଦ୍ୱୈତନଗରୀରେ କଡ଼ାକଡ଼ି ହୋଇଛି…