Below header

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ , ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ

କଟକ(କେନ୍ଯୁଜ୍): ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ । ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇବ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ www.bseodisha.nic.inରେ ଲଗ୍‌ ଇନ୍‌ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ ।

ଏସଏମଏସରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ । ମୋବାଇଲରେ OR01 ଲେଖି ସ୍ପେସ ପରେ ରୋଲ ନମ୍ବର ଲେଖି 5676750କୁ ମେସେଜ ପଠାଇବେ । ମାଟ୍ରିକ ସହ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ରେଜଲ୍ଟ ଏକାସଙ୍ଗେ ପ୍ରକାଶିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.