ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରୁ ଛଡାଯିବ ପାଣି

କରଞ୍ଜିଆ(କେନ୍ଯୁଜ୍): ଆଜି ଦେଓ କେନାଲରୁ ଛଡାଯିବ ପାଣି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରେ ପାଣି ଛାଡିବ ପ୍ରଶାସନ । ୩୦ କିଲୋମିଟର ପର୍ଯ୍ୟନ୍ତ ପାଣି ଛଡାଯିବ।

ଏଡି ପ୍ରକଳ୍ପରୁ ପାଣି ଛଡାଗଲେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦୦ ଗାଁର ଚାଷୀ ଉପକୃତ ହେବେ। ଆଣି ପାଣି ଛଡାଯାଉଥିବାରୁ ଖୁସି ଅଛନ୍ତି ମୟୂରଭଞ୍ଜ ଓ କେନ୍ଦୁଝରବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.