ଆଜି ଆରଟିଓ-୨ରୁ ଚାଲିଛି ଉଚ୍ଛେଦ, ଦଲାଲ ଫ୍ରି କରିବା ପାଇଁ ଚାଲିଛି ଅପରେସନ୍‌ କ୍ଲିନ୍‌

ଭୁବନେଶ୍ୱର: ଆରଟିଓ ଅଫିସକୁ ଦଲାଲ ଫ୍ରି କରିବା ପାଇଁ ଚାଲିଛି ଅପରେସନ୍‌ କ୍ଲିନ୍‌। ଗତକାଲି ଭୁବନେଶ୍ୱର ଆରଟିଓ-୧ରୁ ଉଚ୍ଛେଦ କରାଯାଇଥିବା ବେଳେ ଆଜି ଆରଟିଓ-୨ରୁ ଚାଲିଛି ଉଚ୍ଛେଦ। ଅଫିସର ପରିସରରେ ସରକାରୀ ଜାଗାରେ ଦଲାଲ ବସୁଥିବା ସ୍ଥାନ ଉପରେ ବୁଲିଲା ବୁଲଡୋଜର। ସେମାନେ ବସାଉଠା କରୁଥିବା ଜାଗାକୁ ଭାଙ୍ଗୁଛି ପ୍ରଶାସନ। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.