Below header

ଗାଁ ପୋଖରୀରୁ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ବୁଡିଗଲା ନାବାଳିକା

ଗାଁ ପୋଖରୀରୁ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୧୨ ବର୍ଷର ଝିଅ ପାଣିରେ ବୁଡି ମୃତ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆ ଅଞ୍ଚଳର ରତ୍ନାକର ମହାଳିକଙ୍କ ୧୨ ବର୍ଷର ଝିଅ ଝlନ୍ସି ଆଜି ବୋଇତ ଭସାଣି ପରେ ପୋଖରୀକୁ ସୋଲ ଡଙ୍ଗା ଆଣିବାକୁ ଯାଇଥିଲା l

ସୋର : ଗାଁ ପୋଖରୀରୁ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୧୨ ବର୍ଷର ଝିଅ ପାଣିରେ ବୁଡି ମୃତ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆ ଅଞ୍ଚଳର ରତ୍ନାକର ମହାଳିକଙ୍କ ୧୨ ବର୍ଷର ଝିଅ ଝlନ୍ସି ଆଜି ବୋଇତ ଭସାଣି ପରେ ପୋଖରୀକୁ ସୋଲ ଡଙ୍ଗା ଆଣିବାକୁ ଯାଇଥିଲା l ହେଲେ ଅସାବଧାନତା ଯୋଗୁ ପାଣିରେ ପଡ଼ି ମୃତ୍ୟୁ ବରଣ କରିଛି l ମୃତ ଝlନ୍ସିକୁ ପ୍ରଥମେ ଅନନ୍ତପୁର ଡ଼ାକ୍ତରଖାନା ଓ ପରେ ସୋରକୁ ଅଣାଯାଇ ବ୍ୟବଚ୍ଛେଦ ପରେ ପରିବାରକୁ ତାର ଶବ ହସ୍ତାନ୍ତର କରଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.