Browsing Tag

girl death

ବୋରିଗୁମ୍ମାରେ ଅଘଟଣ: କୁନି ଝିଅକୁ ଝୁଣି ମାରିଦେଲେ ବୁଲା କୁକୁର

ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି ।  ମୃତକ ହେଲେ ଚାନ୍ଦିନୀ ହରିଜନ । ସୂଚନା ଅନୁସାରେ ଗତକାଲି ଦିନ ଦ୍ୱିପ୍ରହରରେ ଚାନ୍ଦିନୀ ହରିଜନ ନିଜ ଭାଇ ସହ ଘର ନିକଟରେ ଥିବା…

ପରିବାର ଲୋକେ ଆଣିଲେ ଅଭିଯୋଗ, ଗୀତାଞଳୀଙ୍କୁ କରାଯାଇଛି ହତ୍ୟା

ମୋ ନାତୁଣୀକୁ ମିଶିକି ମାରି ଦେଇଛନ୍ତି…. ମୋ ନାତୁଣୀ ଯେମିତି କଲବଲ ହୋଇ ମରିଛି ସେମିତି ଯିଏ ଏ କାଣ୍ଡ ଘଟାଇଛି ତାକୁ ଉପଯୁକ୍ତ ଶାସ୍ତି ମିଳୁ । ଏତିକି କହି ଭୋ ଭୋ ହୋଇ କାନ୍ଦୁଛି ବୁଢ଼ୀ ମା ଜଣକ । ଆଉ ତା ମନର କୋହ ସବୁ କହି ପକାଉଛି ଆଉ ଲୁହକୁ ପୋଛି ପକାଉଛି । ନାତୁଣୀ ୨ ସପ୍ତାହ ତଳେ…

ଗାଁ ପୋଖରୀରୁ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ବୁଡିଗଲା ନାବାଳିକା

ସୋର : ଗାଁ ପୋଖରୀରୁ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୧୨ ବର୍ଷର ଝିଅ ପାଣିରେ ବୁଡି ମୃତ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆ ଅଞ୍ଚଳର ରତ୍ନାକର ମହାଳିକଙ୍କ ୧୨ ବର୍ଷର ଝିଅ ଝlନ୍ସି ଆଜି ବୋଇତ ଭସାଣି ପରେ ପୋଖରୀକୁ ସୋଲ ଡଙ୍ଗା ଆଣିବାକୁ ଯାଇଥିଲା l ହେଲେ ଅସାବଧାନତା ଯୋଗୁ ପାଣିରେ…

ମୀନା ବଜାର ଦୋଳିରେ ଚାଲିଗଲା ନାବାଳିକାର ଜୀବନ

ଜୟପୁର (କେନ୍ୟୁଜ୍‌) : ମୀନା ବଜାର ବୁଲା ନେଲା ନାବାଳିକାର ଜୀବନ । କୋରାପୁଟ କୋଟପାଡ଼ ଠାରେ ମୀନାବଜାରରେ ପଡ଼ିଥିବା ବ୍ରେକ୍‌୍‌ଡ୍ୟାନ୍ସ ଦୋଳିରେ ବସିଥିଲା ଝିଅଟି । ଆଉ ସେତିକି ବେଳେ ହୃଦଘାତରେ ଚାଲିଗଲା ଜୀବନ l କୋଟପାଡ଼ ସହରେ ରଥଯାତ୍ରା ଅବସରରେ ମୀନା ବଜାର ପଡ଼ିଛି । ସେଥିରେ ଲାଗିଥିବା…

ଛାତ୍ରୀଙ୍କୁ ଅପହରଣ ପରେ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ

ଭଦ୍ରକ : ପ୍ରଥମେ ଅପହରଣ ଓ ପରେ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅର୍ଜ୍ଜୁନପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସଂଧ୍ୟାରେ ଟ୍ୟୁସନ୍‌ ସାରି ଯାଜପୁର ଅଞ୍ଚଳର ଜଣେ ଛାତ୍ରୀ ଘରକୁ…