ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପୁଣି ଲଜ୍ଜା । ଗଜପତି ଗୁରାଣ୍ଡି ଥାନା ଅଞ୍ଚଳରେ ୧୫ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କଲା ଗୁରାଣ୍ଡି ପୋଲିସ।

ଗଜପତି (କେନ୍ୟୁଜ): ପୁଣି ଲଜ୍ଜା । ଗଜପତି ଗୁରାଣ୍ଡି ଥାନା ଅଞ୍ଚଳରେ ୧୫ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କଲା ଗୁରାଣ୍ଡି ପୋଲିସ।

ସୂଚନା ଅନୁସାରେ ପାରଳାଖେମୁଣ୍ଡିର ସୁନିଲ ନାମକ ଯୁବକ ସେରଙ୍ଗ ଅଞ୍ଚଳର ଜନୈକ ୧୫ବର୍ଷର ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ୨୭ ତାରିଖରେ ଅପହରଣ କରି
୨୯ ତାରିଖ ଦିନ ସକାଳୁ ସକାଳୁ ଆଣି ଛାଡିଦେଇଥିଲା। ଯାହାକୁ ନେଇ ତେଲେଗାନି ସୁନିଲ ଦୁର୍ଷ୍କମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା। ୨ଦିନ ଧରି ଯୁବକ ଜଣକ ନାବାଳିକାକୁ ଅପହରଣ କରି ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.