Browsing Tag

minor girl rape case

ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଗର୍ଭବତୀ ଥିବା ଜାଣି ଧରା ଛୁଆଁ ଦେଉନଥିଲା ପ୍ରେମିକ

ଭୁବନେଶ୍ୱର (କେନ୍ୟୁଜ୍): ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠରେ। ନାବାଳିକା ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗ ଆସିବା ପରେ  ଅଭିଯୁକ୍ତ ଦୀପକ ଜାନୀକୁ ଗିରଫ କରିଛି…

ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଅଦାଲତଙ୍କ ନିର୍ଦ୍ଦେଶ: ଦୋଷୀ ଅର୍ଜୁନ…

କଟକ(କେନ୍ୟୁଜ୍‌): ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଅର୍ଜୁନ ପୃଷ୍ଟିକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ ଦୋଷୀକୁ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୭ ମାସ…

ମେଘାଳୟ ହାଇକୋର୍ଟଙ୍କ ଐତିହାସିକ ରାୟ! ଅଭିଯୁକ୍ତ ପୀଡ଼ିତାଙ୍କ ଅନ୍ତଃବସ୍ତ୍ର ଖୋଲିନି କହି ଦୁଷ୍କର୍ମ ମାମଲାରେ ଖସି…

ମେଘାଳୟ ହାଇକୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି କି, କୌଣସି ବି ନାବାଳିକା ଉପରେ ଯୌନ ଆକ୍ରମଣ କରିବା ସମୟରେ ସେ ଅନ୍ତଃବସ୍ତ୍ର ପିନ୍ଧି ଥାଆନ୍ତୁ କି ନ ପିନ୍ଧି ଥାଆନ୍ତୁ, ତାହାକୁ ଦୁଷ୍କର୍ମ ହିଁ କୁହାଯିବ। ଅଭିଯୁକ୍ତଙ୍କୁ ଆଇପିସି…

ଯାଜପୁରରେ ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ବୃଦ୍ଧଙ୍କୁ ଗିରଫ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ରେ ଲଜ୍ଜା। ମାତ୍ର ୯ ବର୍ଷ ର ନାବାଳିକା କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ। ବିଂଝାରପୁର ଥାନା ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି। ଜୈନକା ୯ ବର୍ଷର ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ପୁରୀର ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଆଜି ଅଭିଯୁକ୍ତ ମହେଶକୁ କୋର୍ଟ ଚାଲାଣ କରାଯିବ

ପୁରୀ(କେନ୍ୟୁଜ୍): ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଛି ପୋଲିସ । ୨୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ। ଅଭିଯୁକ୍ତ ମହେଶ ମହାନ୍ତିର ଡାକ୍ତରୀ ମାଇନା କରାଯିବ । ଆଜି ଅଭିଯୁକ୍ତ ମହେଶକୁ କୋର୍ଟ…

୬ ବର୍ଷର ନିରୀହ ଝିଅ ସହିତ ପାଶବିକ କାର୍ଯ୍ୟ; ସ୍ନାକ୍ସର ଲୋଭ ଦେଖାଇ ଟେକିନେଲେ ବିଲକୁ, ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ…

ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୬ ବର୍ଷର ଜଣେ ନିରୀହ ଝିଅ ସହିତ ଅମାନବିକ କାର୍ଯ୍ୟ କରାଯାଇଛି। ଦୁର୍ବୃତ୍ତମାନେ ଝିଅକୁ ଦୁଷ୍କର୍ମ କରି ତା’ର ଗୁପ୍ତାଙ୍ଗରେ ଗୋଡ଼ି ଓ ଲଙ୍କା ଭରି ଦେଇଛନ୍ତି। ରିପୋର୍ଟ ମୁତାବକ, ଘଟଣାଟି ବିଜୟଓ୍ଵାଡାର…

ଗଞ୍ଜାମ: ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଞ୍ଚଳର ଘଟିଛି ଏହି ଘଟଣା । ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଜଣକ ଟିଉସନରୁ ଘରକୁ ଫେରିବା ରାସ୍ତାରେ ୨ଟି ବାଇକରେ ୪ଜଣ ଯୁବକ ଆସି  ଅଶ୍ଳୀଳ ଇଙ୍ଗିତ କରିଥିଲେ।…

ନରସିଂହପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା: ସବ୍ ଇନ୍ସପେକ୍ଟର ରବିନ୍ଦ୍ର ନାୟକ ନିଲମ୍ବିତ

ଆଠଗଡ(କେନ୍ୟୁଜ୍):  ନରସିଂହପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ଆକ୍ସନ ମୋଡରେ ନରସିଂହପୁର ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସିପୁ ଅମାନ୍ତକୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ସୁଶାନ୍ତ କୁମାର ସାହୁ ଅଭିଯୁକ୍ତ…

ଭୁବନେଶ୍ୱରରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣା, ବାଲିଚନ୍ଦ୍ରପୁର ଥାନାରେ ହାଜର ହେଲେ ଅଭିଯୁକ୍ତଙ୍କ ଜ୍ୱାଇଁ ଓଏଏସ…

 ଯାଜପୁର (କେନ୍ୟୁଜ) ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ହାଜିର ହେଲେ ଭୁବନେଶ୍ୱରର ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟି । ଗତକାଲି ରାତିରେ ସେ ବାଲିଚନ୍ଦ୍ରପୁର ଥାନାରେ ହାଜିର ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଡିଏସପି ଏସ. ଟୁଡୁ ତାଙ୍କର ବାୟାନ ରେକର୍ଡ କରି ତାଙ୍କୁ ୪୧ ସିଆରପିସିରେ…

ମା’କୁ ବିବାହ ପ୍ରଲୋଭନ ଦେଖାଇ ଫେରାର ହେବା ପରେ ୮ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲା ପିଶାଚ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। ପଞ୍ଜାବରେ ଦୀର୍ଘଦିନ ଧରି ନିର୍ଯାତିତା ହେଉଥିବା ଜଣେ ପୀଡ଼ିତା ପୋଲିସରେ ଅଭିଯୋଗ କରିବା ପରେ ତାଙ୍କ ସହ ହୋଇଥିବା ସମସ୍ତ କାହାଣୀ ଜଣାପଡ଼ିଛି। ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅଭିଯୁକ୍ତ ଗିରଫ ହେବା ପରେ ପୀଡ଼ିତା…

ଲଜ୍ଜା ! ନିଜ ଜନ୍ମକଲା ୬ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପା

ଝିଅ ହେବା କଣ ମୋର ଭୁଲ, ଝିଅ ହୋଇ ଜନ୍ମ ନେବା ଜଲଦି ମୋର ଭୁଲ ତାହେଲେ କାହିଁକି ମୋତେ ଏ ଦୁନିଆକୁ ଆଣୁଥିଲ। ମୁଁ ପା ତୁମ ଝିଅ ତୁମେ ପା ମୋ ବାପା। ଏମିତି ମୋ ଜୀବନକୁ କେମିତି ନଷ୍ଟ କରିଦେଲ ବାପା। ଏହା ହେଉଛି ଏକ ୬ ବର୍ଷ ଝିଅର କଥା।  ଯିଏ କି ମାତ୍ର ୬ ବର୍ଷରେହୋଇଛି ଦୁଷ୍କର୍ମର ଶିକାର।…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା । ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ଏମଡି ଜାଗୀ ମଙ୍ଗତ ପଣ୍ଡାଙ୍କୁ ସମନ ପାଇଁ ନିର୍ଦ୍ଦେଶ ହୋଇଛି । ଏମଡିଙ୍କୁ ଅଭିଯୁକ୍ତ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ…