Below header

କାନରେ ବ୍ଲୁଟୁଥ୍ ଲଗାଇ ଟ୍ରେନ୍ ଟ୍ରାକ୍ ଉପରେ ଯିବା ପଡିଲା ମହଙ୍ଗା, ଟ୍ରେନ୍ ଧକ୍କାରେ ନାବାଳକ ମୃତ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝରରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ । କେନ୍ଦୁଝର ସଦର ଥାନା ଟାଙ୍ଗରତଳି ଗ୍ରାମ ନିକଟରେ ଗତକାଲି ସକାଳେ ଟାଟା-ବିଶାଖାପଟନମ୍ ଯାତ୍ରୀବାହୀ ଟ୍ରେନରେ କଟି ନାବାଳକଙ୍କ ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ଟାଙ୍ଗରତଳି ଗାଁ ଅରୁଣ ବରଡିଆ ବୋଲି ବୋଲି ଜଣାପଡିଛି । ନାବାଳକ ଜଣଙ୍କ କାନରେ ବ୍ଲୁଟୁଥ୍ ଲଗାଇ ଟ୍ରେନ ଲାଇନରେ ଚାଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.