Below header

ବିଜେଡିରେ ମିଶିଲେ ମୀରା ପରିଡ଼ା

ଭୁବନେଶ୍ବର : ବିଜେଡିରେ ମିଶିଲେ ମୀରା ପରିଡ଼ା। ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ଗହଣରେ ଆସି ସେ ଦଳରେ ସାମିଲ ହୋଇଛନ୍ତି । ଅଲ୍‌ ଓଡ଼ିଶା କିନ୍ନର ମହାସଂଘର ସଭାପତି ଅଛନ୍ତି ମୀରା ପରିଡ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.